April 21, 2025

୨୦୨୩ ବର୍ଷ ପାଇଁ ସରକାରୀ ଛୁଟି ତାଲିକା: ଜାଣନ୍ତୁ, କେବେ କେବେ ବନ୍ଦ ରହିବ ସରକାରୀ ଅଫିସ ?

ଭୁବନେଶ୍ୱର: ବର୍ଷ ୨୦୨୩ ପାଇଁ ଘୋଷଣା ହୋଇଥି ସରକାରୀ ଠୁଟି ତାଲିକା । ସରାକାରୀ କାର୍ଯ୍ୟାଳୟ, ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ମୋଟ 27 ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ସମସ୍ତ ସରକାରୀ ଅଫିସ, ରାଜସ୍ୱ ଓ ବିଚାର

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia