‘୧୭ ହଜାର ବଦଳରେ ୧୦ ହଜାର ଦେବେ ସୁମିତ୍’

କଟକ: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦରେ ନୂଆ ମୋଡ । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍ । ପୂର୍ବରୁ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia