April 21, 2025

ୟୁପି ବିଜେପିକୁ ଆଉ ଏକ ଝଟକା, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ

ଲକ୍ଷ୍ନୌ : ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ବର୍ତ୍ତମାନ ବିଜେପିକୁ ଆଉ ଏକ ବଡ଼ ଧରଣର ଝଟକା ଲାଗିଛି । ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ଦାରା ସିଂହ ଚୌହ୍ୱାନ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଆପଣଙ୍କୁ କହି ରଖୁଛୁ ଦାରା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia