April 22, 2025

‘ୟୁପିର ଯୁବ ଘୋଷଣା ପତ୍ର’ ଜାରି କଲେ ରାହୁଲ ଏବଂ ପ୍ରିୟଙ୍କା, 20 ଲକ୍ଷ ଚାକିରିର ଦେଲେ ପ୍ରତିଶୃତି

ଦିଲ୍ଲୀ : ମହିଳାମାନଙ୍କ ପରେ ବର୍ତ୍ତମାନ କଂଗ୍ରେସ ଦଳ ଯୁବପିଢ଼ୀଙ୍କ ପାଇଁ ନିଜର ଘୋଷଣା ପତ୍ର ଜାରି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଉତ୍ତର ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମିଳିତ ଭାବେ ଦିଲ୍ଲୀ ମୁଖ୍ୟାଳୟରେ ଯୁବକମାନଙ୍କ ଉପରେ ପର୍ଯ୍ୟବେସିତ ଏକ ଘୋଷଣା ପତ୍ର ଜାରି କରିଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia