April 22, 2025

ୟୁଟ୍ୟୁବରେ ‘କାଶ୍ମୀର ଫାଇଲ’କୁ ରିଲିଜ୍ କୁ ନେଇ ସଂସଦରେ ଦାବି, AAP ର ସଞ୍ଜୟ ସିଂହ ଦେଲେ ନୋଟିସ୍

ନୂଆଦିଲ୍ଲୀ : କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଉପରେ ନିର୍ମିତ ବିବାଦୀୟ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ସୋମବାର ରାଜ୍ୟସଭାରେ ଶୂନ୍ୟକାଳରେ ନୋଟିସ୍ ଦେଇଛନ୍ତି । ନୋଟିସ୍ ଦେଇ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବରେ ରିଲିଜ କରିବା ଏବଂ ଏହାକୁ ଦୂରଦର୍ଶନରେ ପ୍ରସାରଣ କରିବାକୁ ଦାବି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia