April 22, 2025

ହିନ୍ଦୀ ଭାଷାକୁ ନେଇ ଅଜୟ ଦେବଗନଙ୍କ ଟ୍ୱିଟକୁ ହାସ୍ୟାସ୍ପଦ କହିଲେ ଏଚ.ଡି କୁମାରସ୍ୱାମୀ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ହିନ୍ଦୀକୁ ଜାତୀୟ ଭାଷା କରିବା ନେଇ ବିତର୍କ ଚାଲିଛି । ଗୋଟିଏ ପଟେ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବା ପାଇଁ କିଛି ବର୍ଗ ଦାବି କରୁଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି । ରାଜନୈତିକ ବ୍ୟକ୍ତିଙ୍କ ସହ ଚଳଚ୍ଚିତ୍ର ଅଭିନେତାମାନେ ମଧ୍ୟ ଏହି ବିତର୍କରେ ଓହ୍ଲାଇଛନ୍ତି । ହିନ୍ଦୀ ଚଳଚ୍ଚିତ୍ର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia