April 22, 2025

ହନୁମାନ ଚଲିସା ବିବାଦ : ଅମରାବତୀ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରର ହନୁମାନ ଚାଲିସା ଉପରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ହାଇ ଭୋଲଟେଜ ଡ୍ରାମା ପରେ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀଙ୍କୁ ଗିରଫ କରାଯାଇଛି । ଅମରାବତୀରୁ ସ୍ୱାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ପୋଲିସ ଷ୍ଟେସନ୍ ନିଆଯାଇଛି । ସାଂସଦ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia