April 20, 2025

ହଜାରରୁ କମିଲା ସଂକ୍ରମଣ, ଶିଶୁ ସଂକ୍ରମିତଙ୍କୁ ନେଇ ବଢିଲା ଚିନ୍ତା

ଓଡିଶାରେ କରୋନା ପଜିଟିଭ ସଂଖ୍ୟା ଆଜି ଏକ ହଜାରରୁ କମ ହୋଇଛି । ଆଜି ରାଜ୍ୟରେ ନୂତନ ୮୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ତେବେ ରାଜ୍ୟ ସରକାରଙ୍କ କୋଭିଡ ସଂକ୍ରମିତ ତଥ୍ୟରେ ୧୮ ବର୍ଷରୁ କମ ବୟସକଙ୍କ ମଧ୍ୟରେ ୧୦୪ କରୋନା ରୋଗୀ ଚିହ୍ନଟ ହୋଇଥିବା ଉଲ୍ଲେଖ ହୋଇଛି। କରୋନା ତୃତୀୟ ଲହରରେ ଶିଶୁମାନେ ଅଧିକ
Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia