April 29, 2025

ସ୍ୱଚ୍ଛ ସହର ହେବ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଆଣ୍ଟା ଭିଡିଲା ବିଏମସି । ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ସ୍ୱଚ୍ଛତା କାର୍ଯ୍ୟକ୍ରମ । ପ୍ରତ୍ୟକ ସମୟରେ ରାଜଧାନୀର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଦିଆଯାଇଛି ଗୁରୁତ୍ୱ । ରାଜ୍ୟକୁ ଆସୁଥିବା ଅତିଥି ମଧ୍ୟ ରାଜଧାନୀ ଭୁବନେଶ୍ୱର ସ୍ୱଚ୍ଛତାର ଅନେକଥର ପ୍ରଶଂସା କରିଛନ୍ତି। ସ୍ବଚ୍ଛତା ବାର୍ତ୍ତାକୁ ଅଧିକ ଲୋକାଭିମୁଖୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia