April 21, 2025

ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ସେଲଫି

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ନିଜ ସୋସିଆଲ ମିଡିଆରେ ମନ୍ଦିର ଭିତରେ ଉଠାଇଥିବା ଫଟୋ ପୋଷ୍ଟ ପରେ ଚର୍ଚ୍ଚା ହେଉଛି । ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି। ଏହି ପୋଷ୍ଟରେ ସଞ୍ଜୟଙ୍କ ସହ ଆଉ ଜଣେ ବ୍ୟକ୍ତି ମଧ୍ୟ ରହିଥିବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia