April 20, 2025

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡୁଆରେ ପାୟଲ ରୋହତଗୀ: ରୁଜୁ ହେଲା ମାମଲା

ମୁମ୍ବାଇ: ଅଭିନେତ୍ରୀ ପାୟଲ ରହତୋଗି ପୁଣି ଛନ୍ଦି ହୋଇଛନ୍ତି ବିବାଦରେ । ଯାହା ଜଣା ପଡୁଛି ବିବାଦ ଅଭିନେତ୍ରୀ ପାୟଲ ରୋହତଗିଙ୍କର ପିଛା ଛାଡୁନି। ସାମାଜିକ ଗଣ ମାଧ୍ୟମରେ ଏକ ବିବାଦୀୟ ଭିଡିଓ ସେୟାର କରିଥିବାରୁ ତାଙ୍କ ବିରୋଧରେ ପୁନେରେ ଏକ ମାମଲା ଦାୟର କରାଯାଇଛି।  ସୂଚନା ଅନୁଯାୟୀ ଭିଡିଓରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia