April 21, 2025

ସୋନୁ ସୁଦଙ୍କ ଭଉଣୀ ଯୋଗ ଦେବେ ସକ୍ରିୟ ରାଜନୀତିରେ

ଭୁବନେଶ୍ବର: ଅଭିନେତା ସୋନୁ ସୁଦଙ୍କ ଭଉଣୀ ଯୋଗ ଦେବେ ସକ୍ରିୟ ରାଜନୀତିରେ। ସୋନୁ ନିଜେ କେବେ ରାଜନୀତିରେ ଯୋଗ ଦେବେ ଏବଂ କେଉଁ ଦଳରେ ଯୋଗ ଦେବେ ସେନେଇ ଜଣାଇବା ପୂର୍ବରୁ ତାଙ୍କ ଭଉଣୀ ମଳବିକା ଏବେ ନିର୍ବାଚନ ଲଢିବେ ବୋଲି ଜଣାଇଛନ୍ତି ସୋନୁ। ପଞ୍ଜାବର ମୋଗାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା ଘୋଷଣା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia