ସେଲଫି ନେଇ ନଦୀରେ ଫସିଲେ ୨ ପର୍ଯ୍ୟଟକ

ରାୟଗଡ଼ା: ସେଲଫି ନେବା ହେଲା କାଳ । ସେଲଫି ନେବା ସମୟରେ ହଟାତ୍ ମାଡ଼ି ଆସିଥିଲା ବନ୍ୟା ଜଳ ଫଳରେ ନଦୀରେ ଫସିଲେ ୨ ପର୍ଯ୍ୟଟକ । ତେବେ ପରିବାର ସହ ବୁଲିବାକୁ ଯାଇଥିବା ସମୟରେ ପରିବାରର ଅନ୍ୟ ସଦସ୍ୟ କୂଳକୁ ଫେରି ଆସିଥିବା ବେଳେ୨ ଯୁବକ ସେଲଫି ନେବା ପାଇଁ ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଥିବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia