April 20, 2025

ସୁକାନ୍ତ ମଜୁମଦାରଙ୍କୁ ବଙ୍ଗଳା ବିଜେପି ଦାୟିତ୍ୱ, ଦିଲ୍ଲୀପ ଘୋଷ ହେଲେ ଜାତୀୟ ଉପାଧ୍ୟକ୍ଷ

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର 4 ଜଣ ବିଧାୟକ ଏବଂ ଜଣେ ସାଂସଦ ଦଳ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ଦଳ ବଙ୍ଗଳାରେ ଏକ ବଡ଼ ପରିବର୍ତ୍ତନ କରିଛି । ଦଳ ପଶ୍ଚିମବଙ୍ଗରେ ବିଜେପିର ଦାୟିତ୍ୱ ଦିଲ୍ଲୀପ ଘୋଷଙ୍କ ହାତରୁ ନେଇ ସାସଂଦ ସୁକାନ୍ତ ମଜୁମଦାରଙ୍କ ଉପରେ ନ୍ୟସ୍ତ କରିଛି । ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia