April 21, 2025

ସିଦ୍ଧୁ ନା ଚନ୍ନୀ ? କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଜନସାଧାରଣଙ୍କ ପ୍ରଥମ ପସନ୍ଦ କିଏ, ସର୍ଭେ ରିପୋର୍ଟ

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ରାଜନୈତିକ ଲୋକଙ୍କ ସହ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଆକର୍ଷଣୀୟ ହେବାକୁ ଯାଉଛି । ସମସ୍ତ ରାଜନୈତିକ ଦଳ ନିଜର ପରିଆରା ଜାହିର କରିବାକୁ ଶକ୍ତି ପ୍ରଦର୍ଶନ କରିବାକୁ ବଳ କଷୁଛନ୍ତି । ଗୋଟିଏ ପଟେ କଂଗ୍ରେସ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇ ରାଜ୍ୟରେ ଏକ ବଡ଼ ବାଜି ଖେଳିଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia