April 20, 2025

ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ନେତାଙ୍କ ଇସ୍ତଫା, ଫ୍ଲୋର ଟେଷ୍ଟ ଦାବି କଲେ ଅମରିନ୍ଦର ସିଂହ

ଚଣ୍ଡିଗଡ଼ : ଦୁଇ ମାସ ମଧ୍ୟରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ମୁଖରେ ପୁଣି ଥରେ ସଙ୍କଟ ଦେଖାଦେଇଛି । ମଙ୍ଗଳବାର ଦିନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନବଜୋତ ସିଂ ସିଦ୍ଧୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia