April 20, 2025

ସିଦ୍ଧୁଙ୍କୁ ‘ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ’ କହିଲେ ଆପ୍ ନେତା ରାଘବ

ଚଣ୍ଡୀଗଡ଼ : ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ରାଉଣ୍ଡ ରାଜନୈତିକ ବାକ୍ ଯୁଦ୍ଧ ହୋଇଛି । ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଛି, ସେଥିପାଇଁ ଉଭୟ ଦଳର ନେତାମାନେ ବର୍ତ୍ତମାନଠାରୁ ପରସ୍ପର ଉପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia