April 22, 2025

ସିଏମ୍ ଚନ୍ନୀଙ୍କୁ ସୁନୀଲ ଜାଖଡ଼ଙ୍କ ସମର୍ଥନ, କହିଲେ – ‘ନେତୃତ୍ୱ ତାଙ୍କୁ ଅଧିକ ସମୟ ଦେବା ଉଚିତ୍’

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଦଳ ମଧ୍ୟରେ କଳହ ଲାଗି ରହିଛି । ଆସନ୍ତା ରବିବାର ଦିନ ଦଳ ସିଏମ ଚେହେରା ଘୋଷଣା କରିବ ବୋଲି କୁହାଯାଉଛି । ଏହି ସମୟରେ ସୁନୀଲ ଜାଖଡ଼ ଚରଣଜିତ ସିଂହ ଚନ୍ନୀଙ୍କ ନାମକୁ ସିଏମ ଭାବରେ ସମର୍ଥନ କରିଛନ୍ତି । ଜାଖଡ଼

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia