ସାରା ରାଜ୍ୟରେ ଲଗାଣ ବର୍ଷା ଜାରି: ଆହୁରି ଦୁଇ ଦିନ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଯୋଗୁଁ ଏବେ ସାରା ରାଜ୍ୟରେ ଲଗାଣ ବର୍ଷା । ଏଥିପାଇଁ ରାଜ୍ୟର ଅଧିକାଂଶ ସହର ଜଳବନ୍ଦୀ ସମସ୍ୟା ଦେଇ ଗତି କରୁଛି । ଶନିବାର ଦିନ ତମାମ୍‍ ରାଜଧାନୀ ସମେତ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲା । ଗତ ୨୪ ଘଣ୍ଟାରେ ନୂଆଗଡ଼ରେ ସର୍ବାଧିକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia