April 21, 2025

ସାରାଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ବର: ସାରାଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବରେ ଉପଲବ୍ଧି ହାସଲ କରିଛି। ଜାତୀୟ ଟିକାକରଣ ହାରଠାରୁ ରାଜ୍ୟ ଆଗୁଆ ଅଛି ଏବଂ ଟିକା ପ୍ରଦାନ କାର୍ଯ୍ୟରେ ପ୍ରକ୍ରିୟାଗତ ଅପଚୟ ସର୍ବନିମ୍ନ ରହିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । {image-whatsappimage2021-11-16at7-27-59pm-1637071143.jpg

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia