April 21, 2025

ସାମ୍ନାକୁ ଆସିଲା କେଏଲ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ଆଫେୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ ଆଥିୟା ଶେଟ୍ଟୀଙ୍କ ଆଫେୟାର ଏବେ ବେଶ ଚର୍ଚ୍ଚା ସାଉଣ୍ଟୁଛି । ବଲିଉଡର ପ୍ରସିଦ୍ଧ ଅଭିନେତା ସୁନୀଲ ଶେଟ୍ଟୀ ଗତ କିଛି ବର୍ଷ ଧରି ତାଙ୍କ ଅଭିନୟ ସହିତ ଦର୍ଶକଙ୍କ ହୃଦୟକୁ ଜିତିଥିବା ବେଳେ ଏବେ ତାଙ୍କ ପୁଅ ବଲିଉଡରେ ଏକ ବଡ଼ ଏଣ୍ଟ୍ରି କରିଛନ୍ତି ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia