April 22, 2025

ସାମାନ୍ୟ କମିଲା ଦୈନିକ ସଂକ୍ରମଣ: ଆଜି ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ପଜିଟିଭ୍‌ଙ୍କ ସଂଖ୍ୟା ୮ ଶହ ପାର୍‌ କରିଥିବା ବେଳେ ଆଜି ଏହା କମିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୩୦ ପଜିଟିଭ୍‌। ସଙ୍ଗରୋଧରୁ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୩ ଆକ୍ରାନ୍ତ ଚିହ୍ନଟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia