April 21, 2025

ସାତଟି ପର୍ଯ୍ୟାୟରେ ହେବ 5 ରାଜ୍ୟର ବିଧାନସଭା ନିର୍ବାଚନ, ମାର୍ଚ୍ଚ 10 ରେ ହେବ ଭୋଟ୍ ଗଣନା

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷା ପରେ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଟନର ତାରିଖ ଘୋଷଣା କରିଛନ୍ତି । କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ 5 ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁଶିଲ ଚନ୍ଦ୍ରା ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia