ସାତକୋଶିଆ ଗଣ୍ତକୁ ରାମସର କ୍ଷେତ୍ର ମାନ୍ୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆକୁ ମିଳିଲା ରାମସର କ୍ଷେତ୍ର ମାନ୍ୟତା । ଟ୍ୱିଟ୍ କରି କେନ୍ଦ୍ର ପରିବେଶ ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏହାର ସୂଚନା ଦେଇଛି । ସାତକୋଶିଆ ସମେତ ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ମିଳିଛି । ସେଥିରେ ସାତକୋଶିଆ ଗଣ୍ଡର ନାଁକୁ ମଧ୍ୟ ସ୍ଥାନ ମିଳିଛି । ତେବେ ଚଳିତ ବର୍ଷ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia