April 20, 2025

ସାଂସଦ ପଦ ଓ ବଙ୍ଗଳା ପରେ ହଟିବ କି ରାହୁଲଙ୍କ ସୁରକ୍ଷା !

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ଯିବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ମିଳିଛି । ଏହା ପରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାହୁଲଙ୍କ ସାଂସଦ ପଦ ଓ ବଙ୍ଗଳା ଯିବା ପରେ ତାଙ୍କୁ ମିଳୁଥିବା ସୁରକ୍ଷାକୁ ନେଇ କଣ ହେବ ।

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia