April 20, 2025

ସାଂସଦ ପଦରୁ ଇସ୍ତଫା ଦେଲେ ବିଜେପିରୁ ଟିଏମସି ଯାଇଥିବା ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ : ନିକଟରେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିଓ ମଙ୍ଗଳବାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଦିନ ବାବୁଲ ସୁପ୍ରିଓ ଦିଲ୍ଲୀରେ ଲୋକସଭା ବାଚସ୍ପତିଙ୍କୁ ଭେଟି ସେଠାରେ ଓମ ବିର୍ଲାଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିଲେ । ବାବୁଲ ସୁପ୍ରିଓ ଆସାନସୋଲରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ, କିନ୍ତୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia