April 22, 2025

ସରିଲା ପଞ୍ଚାୟତ ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ, ୨୬ରୁ ଗଣତି

ଭୁବନେଶ୍ୱର: ଶେଷ ହେଲା ପଞ୍ଚାୟତ ନିର୍ବାଚନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ହାରାହାରି ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ ଆଜି ଅନେକ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଆଦି ପାଇଁ ମତଦାନ ପ୍ରଭାବିତ ହୋଇଛି। ଆସନ୍ତା ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଭୋଟଗଣତି ଅନୁଷ୍ଠିତ ହେବ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia