ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ୍ । ରେଳ ବିଭାଗ ବାତ୍ୟା ଜିୱାଦ ପାଇଁ ମୋଟ ୯୫ଟି ଟ୍ରେନ୍ ବାତିଲ କରିଦେଇଛି । ଆସନ୍ତା ୩ ଓ ୪ ତାରିଖରେ ଏହି ଟ୍ରେନ୍ ସବୁ ବାତିଲ କରିଦିଆଯାଇଛି । ଏନେଇ ପୂର୍ବତଟ ରେଳପଥ(east coast railway) ପକ୍ଷରୁ ସୂଚନା ଦିଆଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Application ‘glitches’ hit several Subhadra beneficiaries in Gajapati
Ratna Bhandar was on verge of collapse, govt intervention helped avert disaster: Min
CPI leader Dibakar Nayak dies at 72