April 29, 2025

ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ପାଟଣାଗଡ଼ : ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ। ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ମରୁଆ ଛକ ନିକଟରେ ଏହା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟ ହୋଇଛି। ବାଇକ ଆରୋହୀ ଦ୍ୱୟ ପଦ୍ମପୁର ପଟୁ ପାଟଣାଗଡ଼ ପଟକୁ ଆସୁଥିବା ବେଳେ ପାଟଣାଗଡ଼ ପଟୁ ଏକ ଅଜଣା ଗାଡି ପଦ୍ମପୁରକୁ ଯାଉଥିବା ବେଳେ ମରୁଆ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia