April 22, 2025

ଷଷ୍ଠ ପର୍ଯ୍ୟାୟରେ ବାଜିରେ ଯୋଗୀଙ୍କ ସମେତ ଅନେକ ଜଣାଶୁଣା ଚେହେରାଙ୍କ ପ୍ରତିଷ୍ଠା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର, ମାର୍ଚ୍ଚ 3 ରେ 10 ଟି ଜିଲ୍ଲାର 57 ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନ ତଥା ଗୋରଖପୁର ଜିଲ୍ଲାରେ ମଧ୍ୟ ମତଦାନ ହେଉଛି । ଏହା ବ୍ୟତୀତ ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଯୋଗୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia