April 29, 2025

ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଉଡାଇଲା ଭାରତୀୟ ତଟରକ୍ଷୀ ବାହିନୀ ହେଲିକ୍ୟାପ୍ଟର

ପୁରୀ: ଚଳିତ ଥର ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଆଜାଦି କି ଅମୃତ ମହତ୍ସୋବ ଅଧୀନରେ ସମଗ୍ର ଦେଶରେ ପାଳିତ ହେଉଛି ‘ହର ଘର ତ୍ରିରଙ୍ଗା’ ମିଶନ। ତେବେ ଏହି ଅଭିଯାନରେ ଆଜି ପୁରୀରେ ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଖଜିତ ହେଲିକପ୍ଟର ଉଡାଇଛି ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia