April 22, 2025

ଶ୍ରୀମନ୍ଦିରରେ ରକ୍ତଛିଟା, ନୀତି ବିଳମ୍ବ

ପୁରୀ: ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା । ଜୟବିଜୟ ଦ୍ୱାର ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ହୋଇଛି ମହାସ୍ନାନ । ମହାସ୍ନାନ ନୀତି ଯୋଗୁଁ ଦୀଘ ସମୟ ଧରି ଦର୍ଶନ ବନ୍ଦ । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି ଭକ୍ତ । ଟାଉନ ଥାନାଠାରୁ ପ୍ରାୟ ଦେଢ଼ କିଲୋମିଟର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia