ଭୁବନେଶ୍ବର: ସୋସିଆଲ ମିଡିଆରେ ଏକ ବିରଳ କଳା ମହାବଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି କଳା ବାଘ ଆପଣ ମଧ୍ୟ ପ୍ରଥମ ଥର ହିଁ ଦେଖିଥିବେ । ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ‘ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍’ ଅଫିସର୍ ସୁଶାନ୍ତ ନନ୍ଦ ସେୟାର୍ କରିଥିଲେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Software engr held in a case of ‘revenge porn’
ED attaches assets worth Rs 1,428cr of chit fund firm
Man swindles engineer of over Rs 8L through fraudulent scheme