April 21, 2025

ଲୋକସଭାରେ ଆଜି ଉପସ୍ଥାପନ ହେବ ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ବିଲ୍

ନୂଆଦିଲ୍ଲୀ : ରାଜ୍ୟସଭାର 12 ଜଣ ସାଂସଦଙ୍କୁ ନିଲମ୍ବନ ଏବଂ କୃଷକଙ୍କ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବିକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି । ମଙ୍ଗଳବାର ଦିନ ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କୃଷି ଆଇନ ବିରୋଧରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପ୍ରସଙ୍ଗ ଉଠାଇ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia