ଲାଲ୍ ପିମ୍ପୁଡ଼ି ଭୟ , ଗାଁ ଛାଡିବେ ଲୋକେ !

ଭୁବନେଶ୍ୱର: ପିମ୍ପୁଡ଼ି ଭୟରେ ଗାଁ ଛାଡିବେ ଗ୍ରାମବାସୀ । ହୁଏତ ଏପରି ଘଟଣା ଆପଣ ପ୍ରଥମ ଥର ଶୁଣୁଥିବେ । ହେଲେ ଏପରି ଘଟଣା ଦେଖିବା ପାଇଁ ମିଳିଛି ପିପିଲି ଚନ୍ଦ୍ରଦେଇପୁର ପଞ୍ଚାୟତର ବ୍ରାହ୍ମଣ ସାହିରେ । ରାସ୍ତା ଘାଟ ସବୁଠି ଏବେ ଲାଲ୍ ପିମ୍ପୁଡ଼ି । ଯେତେ ମେଡିସିନ୍ ପାକାଗଲେ ବି ଯାଉ ନାହାଁନ୍ତି ଏହି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia