April 24, 2025

ରୋମରେ ମନେ ପଡିଲା ପୁରୁଣା ସ୍ମୃତି; ଶେଷଙ୍କ କଥାରେ ଭାବବିହ୍ନଳ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରୋମରେ ମନ ପଡିଲା ପୁରୁଣା ସ୍ମୃତି । ଭାବବିହ୍ଵଳ ହୋଇଗଲେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଖିରୁ ବାରମ୍ବାର ଲୁହ ପୋଛୁଥିଲେ ନବୀନ । ନିଜ ରାଇଜରେ କରିଥିବା ସାହାଯ୍ୟକୁ ମନେ ପକାଇଲା ରୋମ। ଶେଷ ନାମକ ଜଣେ ଯୁବକ କହିଲେ କେମିତି ନବୀନଙ୍କ ପାଇଁ ସେ ଏତେ ସଫଳ । ଆଉ ଏହା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia