ରୋମ୍: ସାଢେ ୪ କୋଟି ଓଡ଼ିଆ ମୋ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଥା ଆଜି ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ରୂପାନ୍ତରକରଣ କେବଳ ସ୍କୁଲ ଭିତରେ ସୀମିତ ନାହିଁ । ରାଜ୍ୟରେ ଅନେକ କ୍ଷେତ୍ରରେ ବଦଳିଛି ସ୍ଥିତି। ରୋମରେ ପ୍ରବାସୀ ଓଡ଼ିଆଙ୍କ ସାକ୍ଷାତ ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏ ସଂପର୍କରେ କହିଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Rlys to start station work in KBK
Govt nod to higher allowances, incentives for cops
Two drown in Mahanadi at Jobra