April 28, 2025

ରେଡ୍ ଜୋନରେ ଏଣ୍ଟ୍ରି କଲା ରାଜଧାନୀ ,ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୫ ଶହ ଟଙ୍କା ଜରିମାନ

ଭୁବନେଶ୍ୱର:ରାଜ୍ୟରେ କାୟା ମେଲାଇଛି କରୋନା ।ରାଜ୍ୟ ଦୈନିକ ସଂକ୍ରମଣ ୫ ଶହ ଟିପିଲାଣି ।ସଂକ୍ରମଣ ଦିନକୁ ଦିନକୁ ବଢୁଥିବାରୁ ରାଜଧାନୀ ଭୁବନେଶ୍ୱର ଏବେ ରେଡ୍ ଜୋନରେ ଏଣ୍ଟ୍ରି କରିଛି । ରାଜ୍ୟରେ କରୋନାସ୍ଥିତିକୁ ନଜରରେ ରଖି ରାଜଧାନୀବାସୀଙ୍କୁ ତାଗିଦ କଲେ ମେୟର ସୁଲୋଚନା ଦାସ । ମାସ୍କ ନ ପିନ୍ଧିଲେ ଏଥର କଟିବ ଚାଲାଣ । ଦେବାକୁ ପଡ଼ିବ ୫

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia