April 20, 2025

ରେକର୍ଡ ଭାଙ୍ଗିଲା ଲଘୁଚାପ ବର୍ଷା: ରାଜ୍ୟରେ ୮୭ ବର୍ଷର ସର୍ବକାଳୀନ ବର୍ଷା ରେକର୍ଡ଼

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ଏହି ଲଘୁଚାପ ଜନିତ ବର୍ଷା । ଏହି ବର୍ଷା ହେଉଛି ଚଳିତ ମୌସୁମୀ ସିଜିନ୍‌ର ସବୁଠୁ ବଡ଼ ଲଘୁଚାପ। ପୁରୀରେ ୮୭ ବର୍ଷ ଓ ଭୁବନେଶ୍ୱରରେ ୬୩ ବର୍ଷ ପରେ ୨୪ଘଂଟାରେ ସର୍ବକାଳୀନ ବର୍ଷା ରେକର୍ଡ଼ ହୋଇଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia