April 19, 2025

ରାହୁଲ ଗାନ୍ଧୀଙ୍କୁ ଦଣ୍ଡ ଦେଇଥିବା ଜଜ୍ ଙ୍କ ଜିଭ କାଟିଦେବାକୁ ଧମକ, କଂଗ୍ରେସ ନେତାଙ୍କ ବୟାନରୁ ବିବାଦ

ଚେନ୍ନାଇ : ରାହୁଲ ଗାନ୍ଧୀ 2019 ମୋଦୀ ସରନେମ୍ ମାନହାନୀ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦ୍ୟସତା ପଦ ହରାଇଛନ୍ତି । ଏହାକୁ ବିରୋଧ କରି କଂଗ୍ରେସ ଲଗାତାର ପ୍ରଦର୍ଶନ କରୁଛି । ଏହି ସମୟରେ ତାମିଲନାଡୁର କଂଗ୍ରେସ ନେତା ମଣିକନ୍ଦନ ରାହୁଲଙ୍କୁ ଦଣ୍ଡ ଦେଇଥିବା ବିଚାରପତିଙ୍କୁ ଧମକ ଦେବାକୁ ନେଇ ବିବାଦ ଦେଖାଦେଇଛି ।

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia