April 22, 2025

ରାଷ୍ଟ୍ରପତି ନିର୍ବାଚନ ପାଇଁ ସିଧାସଳଖ ବାଟ ଛାଡ଼ିବନି ବିରୋଧୀ, ଏନଡିଏ ବିରୋଧରେ ଦେବେ ମିଳିତ ପ୍ରାର୍ଥୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶର ନୂତନ ରାଷ୍ଟ୍ରପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ସରକାର ଏବଂ ବିରୋଧୀ ଉଭୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମୟରେ ବାହାରକୁ ଆସୁଥିବା ରିପୋର୍ଟ ଅନୁଯାୟୀ ବିପକ୍ଷ କଂଗ୍ରେସ ଏବଂ ବିରୋଧୀ ଦଳ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଦେବା ନେଇ ପ୍ରସ୍ତୁତ ହେଉଥିବା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia