ରାବଣପୋଡ଼ି ଓ ଭସାଣି ପାଇଁ ଜାରି ହେଲା ୨୮ ଗାଇଡଲାଇନ୍

ଭୁବନେଶ୍ୱର: ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୨୮ ଗାଇଡଲାଇନ୍ ଜାରି କରାଯାଇଛି । ରାବଣପୋଡ଼ି ପାଇଁ ରାଜଧାନୀରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ ମିଟର ଜୋନ ମଧ୍ୟରେ କୌଣସି ଦର୍ଶକ ରହିବେ ନାହିଁ । କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କ ଠାରୁ ବାଣ କିଣିବାର ଅନୁମତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia