April 22, 2025

ରାତି ପହିଲେ ଗଣେଷ ପୂଜା; ଚଳ ଚଞ୍ଚଳ ଜଟଣୀ ସହର

ଖୋର୍ଦ୍ଧା: ଏଥର ଜଟଣୀରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଦୁଇ ବର୍ଷ ପରେ ପୁଣି ପୂଜା ବଜାରରେ ଦେଖିବାକୁ ମିଳିବ ଗହଳି । ସାରା ଜଟଣୀ ଚଳ ଚଞ୍ଚଳ । ଏବେ ଠାରୁ ଘରକୁ କୁଣିଆ ଆସିଲେଣି । ଲୋକଙ୍କ ଗହଳି ବି ଜମିଲାଣି । ସାରା ଜଟଣୀ ବଜାର ବି ପଡୁଛି ଉଠୁଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia