ସୋନପୁର: ରାଜ୍ୟରେ ଅନେକ ଜିଲ୍ଲାରେ ଏବେ ବର୍ଷାଦିନ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି । ଆଜି ସୁବର୍ଣ୍ଣପୁରରେ ଜିଲ୍ଲାର ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଇଛି । ଧନଦେଇ ସାହୁଙ୍କ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Union Club gets new president
2 held from UP for duping visitors with fake Puri shrine accommodation sites
Similipal to set up mini nurseries for endangered plants conservation