ରାଜ୍ୟରେ ୨୪ ଘଣ୍ଟାରେ ୧୭୫ ସଂକ୍ରମିତ ଚିହ୍ନଟ

Corona Update:ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍ । ଦୁଇ ଶହ ତଳକୁ ଖସିଲା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୧୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ । ଚିହ୍ନଟ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୧୦୨ ଜଣ କରୋମା ପଜିଟିଭ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia