April 21, 2025

ରାଜ୍ୟରେ ହଜାରେ ତଳେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୯୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ ଗ୍ରାଫ । ଲଗାତର ଭାବେ ଦ୍ୱିତୀୟ ଦିନରେ ଏକ ହଜାରେ ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛି ୯୨୫ ଆକ୍ରାନ୍ତ । ଶୂନରୁ ୧୮ ବର୍ଷ ମଧ୍ୟରେ ୨୦୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୫୪୨ ଏବଂ ସ୍ଥାନୀୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia