April 30, 2025

ରାଜ୍ୟରେ ବନ୍ୟା ସ୍ଥିତି, ହୀରାକୁଦରେ ଖୋଲିଲା 40ଟି ଗେଟ୍

ସମ୍ବଲପୁର: ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଆଜି ପର୍ଯ୍ୟାୟ କ୍ରମେ 14ଟି ଗେଟ ଖୋଲିଛି । ଫଳରେ ବର୍ତ୍ତମାନ 40 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । 12 ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ 9ଲକ୍ଷ କ୍ୟୁସେକ ଜଳ ନିଷ୍କାସନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia