April 22, 2025

ରାଜ୍ୟରେ ବଢୁଛି କି ମହିଳାଙ୍କ ପ୍ରତି ହିଂସା ମାମଲା ? ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ । ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ସହ ଅପହରଣ, ଘରୋଇ ହିଂସା, ସମ୍ମାନହାନୀ ଭଳି ଘଟଣା ବଢିବାରେ ଲାଗିଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ରାଜ୍ୟରେ ମହିଳା ବିରୋଧୀ ଅପରାଧ କେତେ ମାତ୍ରାରେ ବଢିଛି ? ଏହା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia