April 19, 2025

ରାଜ୍ୟରେ ଗତ 24 ଘଣ୍ଟାରେ 630 ନୂଆ ସଂକ୍ରମିତ ଚିହ୍ନଟ, 116 ଜଣ 18 ବର୍ଷରୁ କମ୍ ସଂକ୍ରମିତ

ଭୁବନେଶ୍ୱର : କରୋନା ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ରାଜ୍ୟରେ 630 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ 368 ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ, ଲୋକାଲ କେସ ରହିଛି 262 । କିନ୍ତୁ 18 ବର୍ଷରୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia