ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଶୂନରୁ ୧୮ ବର୍ଷ ବର୍ଗର। ସେହିପରି ୨୪ ଘଣ୍ଟାରେ ମାତ୍ର ୭ ଜଣଙ୍କ ଜୀବନ ନେଇଛି ମହାମାରୀ । କ୍ୱାରେଣ୍ଟାଇନ୍ରୁ ୪୬୭ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୩୮ । {image-odishacoronaupdate-1628743793.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
ରାଜ୍ୟରେ ଆଉ ୭ଜଣଙ୍କ ଜୀବନ ନେଲା କରୋନା

More Stories
Woman’s decomposed body recovered in Ganjam
Two labourers die in Dhenkanal steel plant mishap
Two vendors jailed for illicit liquor trade